କାର୍ଯ୍ୟନିର୍ବାହୀ ମଣ୍ଡଳୀ

କ୍ରମ ସଂଖ୍ୟା ପଦବୀ ସ୍ଥିତି
୦୧ ମୁଖ୍ୟ ସଚିବ ଅଧ୍ୟକ୍ଷ
୦୨ ବିକାଶ ଆୟୁକ୍ତ ଓ ଅତିରିକ୍ତ ମୁଖ୍ୟ ସଚିବ ସଦସ୍ୟ
୦୩ ଅତିରିକ୍ତ ମୁଖ୍ୟ ସଚିବ, ଅର୍ଥ ବିଭାଗ ସଦସ୍ୟ
୦୪ ସଚିବ, କୃଷି ବିଭାଗ ସଦସ୍ୟ
୦୫ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ସଦସ୍ୟ
୦୬ ସଚିବ, ଉର୍ଜା ବିଭାଗ ସଦସ୍ୟ
୦୭ ସଚିବ, ମାଛଚାଷ ଓ ପଶୁ ସମ୍ପଦ ବିକାଶ ବିଭାଗ (F&ARD) ସଦସ୍ୟ
୦୮ ସଚିବ, ବନ ଓ ପରିବେଶ ବିଭାଗ (F&E) ସଦସ୍ୟ
୦୯ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ସଦସ୍ୟ
୧୦ ସଚିବ, ଗୃହ ଓ ସହର ବିକାଶ ବିଭାଗ (H&UD) ସଦସ୍ୟ
୧୧ ସଚିବ, ଶିଳ୍ପ ବିଭାଗ ସଦସ୍ୟ
୧୨ ସଚିବ, ରେଭେନ୍ୟୁ ଓ ଦୁର୍ଜୋଗ ପରିଚାଳନା ବିଭାଗ ସଦସ୍ୟ
୧୩ ସଚିବ, ଇସ୍ପାତ ଓ ଖଣି ବିଭାଗ ସଦସ୍ୟ
୧୪ ସଚିବ, ଜଳ ସମ୍ପଦ ବିଭାଗ ସଦସ୍ୟ
୧୫ ମୁଖ୍ୟ ସାଧାରଣ ପ୍ରବନ୍ଧକ, ନାବାର୍ଡ, ଭୁବନେଶ୍ୱର କିମ୍ବା ତାଙ୍କ ପ୍ରତିନିଧି ସଦସ୍ୟ
୧୬ ନିର୍ଦ୍ଦେଶକ (ପରିବେଶ)-ସହ-ବିଶେଷ ସଚିବ, ବନ ଓ ପରିବେଶ ବିଭାଗ ସମ୍ପାଦକ