| କ୍ରମ ସଂଖ୍ୟା | ପଦବୀ / ଠିକଣା | ସ୍ଥିତି |
|---|---|---|
| ୦୧ | କୃଷି ଉତ୍ପାଦନ ଆୟୁକ୍ତ | ଅଧ୍ୟକ୍ଷ |
| ୦୨ | ପ୍ରଧାନ ସଚିବ / ସଚିବ, ଜଳ ସମ୍ପଦ ବିଭାଗ | ଉପ-ଅଧ୍ୟକ୍ଷ |
| ୦୩ | ପ୍ରଧାନ ସଚିବ / ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ | ସଦସ୍ୟ |
| ୦୪ | ପ୍ରଧାନ ସଚିବ / ସଚିବ, ମାଛଚାଷ ଓ ପଶୁ ସମ୍ପଦ ବିକାଶ ବିଭାଗ | ସଦସ୍ୟ |
| ୦୫ | ପ୍ରଧାନ ସଚିବ / ସଚିବ, ପଞ୍ଚାୟତ ରାଜ ବିଭାଗ | ସଦସ୍ୟ |
| ୦୬ | ପ୍ରଧାନ ସଚିବ / ସଚିବ, ଅର୍ଥ ବିଭାଗ | ସଦସ୍ୟ |
| ୦୭ | ପ୍ରଧାନ ସଚିବ / ସଚିବ, ପରିକଳ୍ପନା ଓ ସମନ୍ୱୟ (P&C) ବିଭାଗ | ସଦସ୍ୟ |
| ୦୮ | ପ୍ରଧାନ ସଚିବ / ସଚିବ, ବନ ଓ ପରିବେଶ ବିଭାଗ | ସଦସ୍ୟ |
| ୦୯ | ପ୍ରକଳ୍ପ ନିର୍ଦ୍ଦେଶକ, OCTDMS | ସଦସ୍ୟ-ସଚିବ |
| ୧୦ | FA-cum-ଅତିରିକ୍ତ ସଚିବ, ଜଳ ସମ୍ପଦ ବିଭାଗ | ସଦସ୍ୟ |
| ୧୧ | ଇଞ୍ଜିନିୟର-ଇନ-ଚିଫ, ଜଳ ସମ୍ପଦ | ସଦସ୍ୟ |
| ୧୨ | ମୁଖ୍ୟ ଅଭିଯନ୍ତା ଓ ନିର୍ଦ୍ଦେଶକ, WALMI | ସଦସ୍ୟ |
| ୧୩ | ମୁଖ୍ୟ ଅଭିଯନ୍ତା, ସୂକ୍ଷ୍ମ ସିଚାଇ, ଓଡ଼ିଶା | ସଦସ୍ୟ |