କାର୍ଯ୍ୟନିର୍ବାହୀ ସମିତି

କ୍ରମିକ ସଂଖ୍ୟା

ପଦବୀ

ସ୍ଥିତି

ବୃତ୍ତି

୦୧

ପ୍ରଧାନ ସଚିବ/ସଚିବ, ଜଳ ସମ୍ପଦ ବିଭାଗ

ଅଧ୍ୟକ୍ଷ

ସାର୍ବଜନିକ ସେବା

୦୨

ପ୍ରକଳ୍ପ ନିର୍ଦ୍ଦେଶକ, OCTDMS

ସଦସ୍ୟ ସଚିବ

ସାର୍ବଜନିକ ସେବା

୦୩

ପ୍ରକଳ୍ପ ଆର୍ଥିକ ଅଧିକାରୀ

ସଦସ୍ୟ

ସାର୍ବଜନିକ ସେବା

୦୪

ଅତିରିକ୍ତ ସଚିବ/ଯୁକ୍ତ ସଚିବ, ଜଳ ସମ୍ପଦ ବିଭାଗ

ସଦସ୍ୟ

ସାର୍ବଜନିକ ସେବା

୦୫

ଇଞ୍ଜିନିୟର-ଇନ-ଚିଫ (P&D)

ସଦସ୍ୟ

ସାର୍ବଜନିକ ସେବା

୦୬

ମୁଖ୍ୟ ଇଞ୍ଜିନିୟର, ମାଇନର ଇରିଗେସନ, ଓଡିଶା

ସଦସ୍ୟ

ସାର୍ବଜନିକ ସେବା

୦୭

ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ

ସଦସ୍ୟ

ସାର୍ବଜନିକ ସେବା

୦୮

ନିର୍ଦ୍ଦେଶକ, ମତ୍ସ୍ୟଚାଷ

ସଦସ୍ୟ

ସାର୍ବଜନିକ ସେବା

୦୯

ନିର୍ଦ୍ଦେଶକ, ମାଟି ସଂରକ୍ଷଣ

ସଦସ୍ୟ

ସାର୍ବଜନିକ ସେବା

୧୦

ନିର୍ଦ୍ଦେଶକ, ହର୍ଟିକଲଚର

ସଦସ୍ୟ

ସାର୍ବଜନିକ ସେବା

୧୧

ନିର୍ଦ୍ଦେଶକ, ପଶୁପାଳନ ଓ ପଶୁଚିକିତ୍ସା ସେବା

ସଦସ୍ୟ

ସାର୍ବଜନିକ ସେବା

୧୨

ନିର୍ଦ୍ଦେଶକ, ବିଶେଷ ପ୍ରକଳ୍ପ, ପଞ୍ଚାୟତି ରାଜ ବିଭାଗ

ସଦସ୍ୟ

ସାର୍ବଜନିକ ସେବା

୧୩

ଯୁକ୍ତ ସଚିବ, ରେଭେନ୍ୟୁ ବିଭାଗ

ସଦସ୍ୟ

ସାର୍ବଜନିକ ସେବା

୧୪

ଯୁକ୍ତ ସଚିବ, ଅର୍ଥ ବିଭାଗ

ସଦସ୍ୟ

ସାର୍ବଜନିକ ସେବା

୧୫

ନିର୍ଦ୍ଦେଶକ, ପରିକଳ୍ପନା ଓ ସମନ୍ୱୟ ବିଭାଗ

ଅଧ୍ୟକ୍ଷ

ସାର୍ବଜନିକ ସେବା

୧୬–୧୭

ରାଜ୍ୟ ସରକାରଙ୍କ ଦ୍ୱାରା ଉଲ୍ଲେଖିତ ଦୁଇଟି NGO ର ପ୍ରତିନିଧି

ଆମନ୍ତ୍ରିତ

୧୮–୧୯

ରାଜ୍ୟ ସରକାରଙ୍କ ଦ୍ୱାରା ନାମିତ ଆପେକ୍ସ ପାଣି ପଞ୍ଚାୟତର ଦୁଇଜଣ ପ୍ରତିନିଧି

ଆମନ୍ତ୍ରିତ