| କ୍ରମିକ ସଂଖ୍ୟା | ପଦବୀ | ସ୍ଥିତି | ବୃତ୍ତି |
|---|---|---|---|
| ୦୧ | ପ୍ରଧାନ ସଚିବ/ସଚିବ, ଜଳ ସମ୍ପଦ ବିଭାଗ | ଅଧ୍ୟକ୍ଷ | ସାର୍ବଜନିକ ସେବା |
| ୦୨ | ପ୍ରକଳ୍ପ ନିର୍ଦ୍ଦେଶକ, OCTDMS | ସଦସ୍ୟ ସଚିବ | ସାର୍ବଜନିକ ସେବା |
| ୦୩ | ପ୍ରକଳ୍ପ ଆର୍ଥିକ ଅଧିକାରୀ | ସଦସ୍ୟ | ସାର୍ବଜନିକ ସେବା |
| ୦୪ | ଅତିରିକ୍ତ ସଚିବ/ଯୁକ୍ତ ସଚିବ, ଜଳ ସମ୍ପଦ ବିଭାଗ | ସଦସ୍ୟ | ସାର୍ବଜନିକ ସେବା |
| ୦୫ | ଇଞ୍ଜିନିୟର-ଇନ-ଚିଫ (P&D) | ସଦସ୍ୟ | ସାର୍ବଜନିକ ସେବା |
| ୦୬ | ମୁଖ୍ୟ ଇଞ୍ଜିନିୟର, ମାଇନର ଇରିଗେସନ, ଓଡିଶା | ସଦସ୍ୟ | ସାର୍ବଜନିକ ସେବା |
| ୦୭ | ନିର୍ଦ୍ଦେଶକ, କୃଷି ଓ ଖାଦ୍ୟ ଉତ୍ପାଦନ | ସଦସ୍ୟ | ସାର୍ବଜନିକ ସେବା |
| ୦୮ | ନିର୍ଦ୍ଦେଶକ, ମତ୍ସ୍ୟଚାଷ | ସଦସ୍ୟ | ସାର୍ବଜନିକ ସେବା |
| ୦୯ | ନିର୍ଦ୍ଦେଶକ, ମାଟି ସଂରକ୍ଷଣ | ସଦସ୍ୟ | ସାର୍ବଜନିକ ସେବା |
| ୧୦ | ନିର୍ଦ୍ଦେଶକ, ହର୍ଟିକଲଚର | ସଦସ୍ୟ | ସାର୍ବଜନିକ ସେବା |
| ୧୧ | ନିର୍ଦ୍ଦେଶକ, ପଶୁପାଳନ ଓ ପଶୁଚିକିତ୍ସା ସେବା | ସଦସ୍ୟ | ସାର୍ବଜନିକ ସେବା |
| ୧୨ | ନିର୍ଦ୍ଦେଶକ, ବିଶେଷ ପ୍ରକଳ୍ପ, ପଞ୍ଚାୟତି ରାଜ ବିଭାଗ | ସଦସ୍ୟ | ସାର୍ବଜନିକ ସେବା |
| ୧୩ | ଯୁକ୍ତ ସଚିବ, ରେଭେନ୍ୟୁ ବିଭାଗ | ସଦସ୍ୟ | ସାର୍ବଜନିକ ସେବା |
| ୧୪ | ଯୁକ୍ତ ସଚିବ, ଅର୍ଥ ବିଭାଗ | ସଦସ୍ୟ | ସାର୍ବଜନିକ ସେବା |
| ୧୫ | ନିର୍ଦ୍ଦେଶକ, ପରିକଳ୍ପନା ଓ ସମନ୍ୱୟ ବିଭାଗ | ଅଧ୍ୟକ୍ଷ | ସାର୍ବଜନିକ ସେବା |
| ୧୬-୧୭ | ରାଜ୍ୟ ସରକାରଙ୍କ ଦ୍ୱାରା ଉଲ୍ଲେଖିତ ଦୁଇଟି NGO ର ପ୍ରତିନିଧି | ଆମନ୍ତ୍ରିତ | |
| ୧୮-୧୯ | ରାଜ୍ୟ ସରକାରଙ୍କ ଦ୍ୱାରା ନାମିତ ଆପେକ୍ସ ପାଣି ପଞ୍ଚାୟତର | ଆମନ୍ତ୍ରିତ |