ଶାସନ ମଣ୍ଡଳୀ

କ୍ରମିକ ସଂଖ୍ୟା.        ପଦବୀ/ ଠିକଣା ସ୍ଥିତି ପେଶା
୦୧ କୃଷି ଉତ୍ପାଦନ କମିଶନର-ସହ-ଅତିରିକ୍ତ ମୁଖ୍ୟ ସଚିବ ଅଧ୍ୟକ୍ଷ ସରକାରୀ ସେବା
୦୨ ପ୍ରଧାନ ସଚିବ/ସଚିବ, ଜଳ ସମ୍ପଦ ବିଭାଗ ଉପ-ଅଧ୍ୟକ୍ଷ ସରକାରୀ ସେବା
୦୩ ପ୍ରଧାନ ସଚିବ/ସଚିବ, କୃଷି ବିଭାଗ ସଦସ୍ୟ ସରକାରୀ ସେବା
୦୪ ପ୍ରଧାନ ସଚିବ/ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଦସ୍ୟ ସରକାରୀ ସେବା
୦୫ ପ୍ରଧାନ ସଚିବ/ସଚିବ, ପଞ୍ଚାୟତି ରାଜ ବିଭାଗ ସଦସ୍ୟ ସରକାରୀ ସେବା
୦୬ ପ୍ରଧାନ ସଚିବ/ସଚିବ, ଅର୍ଥ ବିଭାଗ ସଦସ୍ୟ ସରକାରୀ ସେବା
୦୭ ପ୍ରଧାନ ସଚିବ/ସଚିବ, ପରିକଳ୍ପନା ଓ ସମନ୍ୱୟ (P &C) ବିଭାଗ ସଦସ୍ୟ ସରକାରୀ ସେବା
୦୮ ପ୍ରଧାନ ସଚିବ/ସଚିବ, ବନ ଓ ପରିବେଶ ବିଭାଗ ସଦସ୍ୟ ସରକାରୀ ସେବା
୦୯ ପ୍ରକଳ୍ପ ନିର୍ଦ୍ଦେଶକ, OCTDMS ସଦସ୍ୟ ସଚିବ ସରକାରୀ ସେବା
୧୦ ଏଫ୍.ଏ.-ସହ-ଅତିରିକ୍ତ ସଚିବ, ଜଳ ସମ୍ପଦ ବିଭାଗ ସଦସ୍ୟ ସରକାରୀ ସେବା
୧୧ ଇଞ୍ଜିନିୟର-ଇନ-ଚିଫ, ଜଳ ସମ୍ପଦ ସଦସ୍ୟ ସରକାରୀ ସେବା
୧୨ ମୁଖ୍ୟ ଇଞ୍ଜିନିୟର ଓ ନିର୍ଦ୍ଦେଶକ, WALMI ସଦସ୍ୟ ସରକାରୀ ସେବା
୧୩ ମୁଖ୍ୟ ଇଞ୍ଜିନିୟର, ମାଇନର ଇରିଗେସନ, ଓଡିଶା ସଦସ୍ୟ ସରକାରୀ ସେବା
୧୪ ଅର୍ଥ ଯୋଗାଣ ସଂସ୍ଥାର ପ୍ରତିନିଧି ଆମନ୍ତ୍ରିତ  
୧୫ ଜଳ ସମ୍ପଦ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପ୍ରତିନିଧି ଅଧ୍ୟକ୍ଷ ସାର୍ବଜନିକ ସେବା
୧୬-୧୭ ରାଜ୍ୟ ସରକାରଙ୍କ ଦ୍ୱାରା ନାମିତ ଦୁଇଟି NGO ର ପ୍ରତିନିଧି ଆମନ୍ତ୍ରିତ  
୧୮-୧୯ ରାଜ୍ୟ ସରକାରଙ୍କ ଦ୍ୱାରା ନାମିତ ଆପେକ୍ସ ପାଣି ପଞ୍ଚାୟତର ଦୁଇଜଣ ପ୍ରତିନିଧି ଆମନ୍ତ୍ରିତ